ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୮୮୩୯।

0 1,353

ଭୁବନେଶ୍ବର ୦୩/୦୬(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୮୮୩୯। ପଜିଟିଭ ସଂଖ୍ୟା ୭,୯୦,୯୭୦ ଚିହ୍ନଟ ହୋଇଛନ୍ତି ୭,୦୨,୬୨୧ ଜଣ ସୁସ୍ଥ ହୋଇଥିବା ବେଳେ ୮୫,୪୨୩ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୨୮୭୩ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୧୮,୨୭୨ ସୁସ୍ଥ ସଂଖ୍ୟା ୧,୦୫,୮୦୩ ଚିକିତ୍ସିତ ସଂଖ୍ୟା ୧୧,୯୮୦, ମୃତ ସଂଖ୍ୟା ୪୭୯ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୩,୭୧୯ ସୁସ୍ଥ ସଂଖ୍ୟା ୫୫,୮୪୯ ଚିକିତ୍ସିତ ସଂଖ୍ୟା ୭୬୯୨, ମୃତ ସଂଖ୍ୟା ୧୭୪, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୧,୯୪୭ ସୁସ୍ଥ ସଂଖ୍ୟା ୩୦,୫୬୧ ଚିକିତ୍ସିତ ସଂଖ୍ୟା ୧୦୯୩, ମୃତ ସଂଖ୍ୟା ୨୮୫, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୫,୬୪୮ ସୁସ୍ଥ ସଂଖ୍ୟା ୫୦,୯୬୪ ଚିକିତ୍ସିତ ସଂଖ୍ୟା ୪୪୦୫ ,ମୃତ ସଂଖ୍ୟା ୨୭୫ , ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୮,୫୩୬ ସୁସ୍ଥ ସଂଖ୍ୟା ୭,୫୪୫ ଚିକିତ୍ସିତ ସଂଖ୍ୟା ୯୫୬ ,ମୃତ ସଂଖ୍ୟା ୩୨ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.