ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୮୩୯୯।

0 1,351

ଭୁବନେଶ୍ବର ୦୨/୦୬(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୮୩୯୯। ପଜିଟିଭ ସଂଖ୍ୟା ୭,୮୨,୧୩୧ ଚିହ୍ନଟ ହୋଇଛନ୍ତି ୬,୯୨,୦୨୭ ଜଣ ସୁସ୍ଥ ହୋଇଥିବା ବେଳେ ୮୭,୨୨୦ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୨୮୩୧ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୧୭,୦୩୭ ସୁସ୍ଥ ସଂଖ୍ୟା ୧,୨୪,୬୨୪ ଚିକିତ୍ସିତ ସଂଖ୍ୟା ୧୨,୯୨୭, ମୃତ ସଂଖ୍ୟା ୪୭୬ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୨,୯୫୦ ସୁସ୍ଥ ସଂଖ୍ୟା ୫୪,୬୯୭ ଚିକିତ୍ସିତ ସଂଖ୍ୟା ୮୦୭୯, ମୃତ ସଂଖ୍ୟା ୧୭୦, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୧,୭୫୧ ସୁସ୍ଥ ସଂଖ୍ୟା ୩୦,୩୬୪ ଚିକିତ୍ସିତ ସଂଖ୍ୟା ୧୦୯୫, ମୃତ ସଂଖ୍ୟା ୨୮୪, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୫,୩୧୦ ସୁସ୍ଥ ସଂଖ୍ୟା ୫୦,୨୪୧ ଚିକିତ୍ସିତ ସଂଖ୍ୟା ୪୭୯୫ ,ମୃତ ସଂଖ୍ୟା ୨୭୦ , ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୮,୪୫୧ ସୁସ୍ଥ ସଂଖ୍ୟା ୭,୪୨୯ ଚିକିତ୍ସିତ ସଂଖ୍ୟା ୯୮୭ ,ମୃତ ସଂଖ୍ୟା ୩୨ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.