ଭୁବନେଶ୍ବର ୩୧/୦୫(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୮୩୧୩। ପଜିଟିଭ ସଂଖ୍ୟା ୭,୬୪,୯୯୭ ଚିହ୍ନଟ ହୋଇଛନ୍ତି ୬,୭୦,୫୩୭ ଜଣ ସୁସ୍ଥ ହୋଇଥିବା ବେଳେ ୯୧,୬୬୩ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୨୭୫୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୧୪,୭୧୩ ସୁସ୍ଥ ସଂଖ୍ୟା ୧,୦୧,୩୧୬ ଚିକିତ୍ସିତ ସଂଖ୍ୟା ୧୨,୯୧୯, ମୃତ ସଂଖ୍ୟା ୪୬୮ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୧,୫୧୧ ସୁସ୍ଥ ସଂଖ୍ୟା ୫୨,୬୨୮ ଚିକିତ୍ସିତ ସଂଖ୍ୟା ୮୭୧୮, ମୃତ ସଂଖ୍ୟା ୧୬୨, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୧,୫୩୦ ସୁସ୍ଥ ସଂଖ୍ୟା ୨୯,୯୪୨ ଚିକିତ୍ସିତ ସଂଖ୍ୟା ୧୨୯୭, ମୃତ ସଂଖ୍ୟା ୨୮୩, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୪,୫୮୯ ସୁସ୍ଥ ସଂଖ୍ୟା ୪୮,୬୯୬ ଚିକିତ୍ସିତ ସଂଖ୍ୟା ୫୬୨୨ ,ମୃତ ସଂଖ୍ୟା ୨୬୭ , ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୮,୨୨୭ ସୁସ୍ଥ ସଂଖ୍ୟା ୭,୧୪୩ ଚିକିତ୍ସିତ ସଂଖ୍ୟା ୯୫୦ ,ମୃତ ସଂଖ୍ୟା ୩୧ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।