ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧୪।

0 1,158

ଭୁବନେଶ୍ବର ୦୬/୦୫(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୪ ପଜିଟିଭ ସଂଖ୍ୟା ୧୨,୮୮,୧୧୭ ଚିହ୍ନଟ ହୋଇଛନ୍ତି ୧୨,୭୮,୮୩୯ ଜଣ ସୁସ୍ଥ ହୋଇଥିବା ବେଳେ ୯୯ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୯,୧୨୬ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨,୪୪,୮୬୬ ସୁସ୍ଥ ସଂଖ୍ୟା ୨,୪୩,୦୮୬ ଚିକିତ୍ସିତ ସଂଖ୍ୟା ୨୦ ମୃତ ସଂଖ୍ୟା ୧୭୫୦, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୧୩,୭୪୯, ସୁସ୍ଥ ସଂଖ୍ୟା ୧,୧୨,୮୩୩ ଚିକିତ୍ସିତ ସଂଖ୍ୟା ୦୫, ମୃତ ସଂଖ୍ୟା ୯୦୭, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୬,୭୫୬ ସୁସ୍ଥ ସଂଖ୍ୟା ୩୬,୨୩୬ ଚିକିତ୍ସିତ ସଂଖ୍ୟା ୦, ମୃତ ସଂଖ୍ୟା ୫୧୨ ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୦,୮୪୦ ସୁସ୍ଥ ସଂଖ୍ୟା ୯୦,୧୫୩ ଚିକିତ୍ସିତ ସଂଖ୍ୟା ୦୨ ମୃତ ସଂଖ୍ୟା ୬୮୧ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.