ଭୁବନେଶ୍ବର ୩୦/୦୫(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୯୫୪୧। ପଜିଟିଭ ସଂଖ୍ୟା ୭,୫୬,୬୮୪ ଚିହ୍ନଟ ହୋଇଛନ୍ତି ୬,୫୮,୬୪୬ ଜଣ ସୁସ୍ଥ ହୋଇଥିବା ବେଳେ ୯୫,୨୬୬ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୨୭୧୯ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୧୩,୭୯୩ ସୁସ୍ଥ ସଂଖ୍ୟା ୯୯,୬୨୬ ଚିକିତ୍ସିତ ସଂଖ୍ୟା ୧୩,୬୩୮, ମୃତ ସଂଖ୍ୟା ୪୬୫ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୦,୯୧୮ ସୁସ୍ଥ ସଂଖ୍ୟା ୫୧,୫୬୨ ଚିକିତ୍ସିତ ସଂଖ୍ୟା ୯୧୯୪, ମୃତ ସଂଖ୍ୟା ୧୫୮, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୧,୪୦୧ ସୁସ୍ଥ ସଂଖ୍ୟା ୨୯,୭୬୬ ଚିକିତ୍ସିତ ସଂଖ୍ୟା ୧୩୪୬, ମୃତ ସଂଖ୍ୟା ୨୮୧, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୪,୧୨୪ ସୁସ୍ଥ ସଂଖ୍ୟା ୪୭,୯୮୩ ଚିକିତ୍ସିତ ସଂଖ୍ୟା ୫୮୭୨ ,ମୃତ ସଂଖ୍ୟା ୨୬୫ , ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୮,୧୨୪ ସୁସ୍ଥ ସଂଖ୍ୟା ୭,୧୩୫ ଚିକିତ୍ସିତ ସଂଖ୍ୟା ୯୫୫ ,ମୃତ ସଂଖ୍ୟା ୨୯ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।