ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧୩।

0 1,149

ଭୁବନେଶ୍ବର ୧୮/୦୪(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୩ ପଜିଟିଭ ସଂଖ୍ୟା ୧୨,୮୭,୯୩୫ ଚିହ୍ନଟ ହୋଇଛନ୍ତି ୧୨,୭୮,୬୫୨ ଜଣ ସୁସ୍ଥ ହୋଇଥିବା ବେଳେ ୧୦୭ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୯,୧୨୩ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨,୪୪,୮୧୭ ସୁସ୍ଥ ସଂଖ୍ୟା ୨,୪୩,୦୪୨ ଚିକିତ୍ସିତ ସଂଖ୍ୟା ୧୬ ମୃତ ସଂଖ୍ୟା ୧୭୪୯, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୧୩,୭୩୩, ସୁସ୍ଥ ସଂଖ୍ୟା ୧,୧୨,୮୧୯ ଚିକିତ୍ସିତ ସଂଖ୍ୟା ୦୩, ମୃତ ସଂଖ୍ୟା ୯୦୭, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୬,୭୫୬ ସୁସ୍ଥ ସଂଖ୍ୟା ୩୬,୨୩୬ ଚିକିତ୍ସିତ ସଂଖ୍ୟା ୦, ମୃତ ସଂଖ୍ୟା ୫୧୨ ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୦,୮୨୫ ସୁସ୍ଥ ସଂଖ୍ୟା ୯୦,୧୩୪ ଚିକିତ୍ସିତ ସଂଖ୍ୟା ୦୬ ମୃତ ସଂଖ୍ୟା ୬୮୧ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.