ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧୭।

0 1,171

ଭୁବନେଶ୍ବର ୧୫/୦୪(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୭ ପଜିଟିଭ ସଂଖ୍ୟା ୧୨,୮୭,୯୦୨ ଚିହ୍ନଟ ହୋଇଛନ୍ତି ୧୨,୭୮,୬୦୫ ଜଣ ସୁସ୍ଥ ହୋଇଥିବା ବେଳେ ୧୨୧ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୯,୧୨୩ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨,୪୪,୮୧୧ ସୁସ୍ଥ ସଂଖ୍ୟା ୨,୪୩,୦୪୨ ଚିକିତ୍ସିତ ସଂଖ୍ୟା ୧୦ ମୃତ ସଂଖ୍ୟା ୧୭୪୯, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୧୩,୭୩୧, ସୁସ୍ଥ ସଂଖ୍ୟା ୧,୧୨,୮୧୩ ଚିକିତ୍ସିତ ସଂଖ୍ୟା ୦୭, ମୃତ ସଂଖ୍ୟା ୯୦୭, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୬,୭୫୬ ସୁସ୍ଥ ସଂଖ୍ୟା ୩୬,୨୩୨ ଚିକିତ୍ସିତ ସଂଖ୍ୟା ୦୪, ମୃତ ସଂଖ୍ୟା ୫୧୨ ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୦,୮୨୪ ସୁସ୍ଥ ସଂଖ୍ୟା ୯୦,୧୩୪ ଚିକିତ୍ସିତ ସଂଖ୍ୟା ୦୫ ମୃତ ସଂଖ୍ୟା ୬୮୧ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.