ଭୁବନେଶ୍ବର ୦୬/୦୪(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୬ ପଜିଟିଭ ସଂଖ୍ୟା ୧୨,୮୭,୭୭୩ ଚିହ୍ନଟ ହୋଇଛନ୍ତି ୧୨,୭୮,୩୬୭ଜଣ ସୁସ୍ଥ ହୋଇଥିବା ବେଳେ ୨୩୨ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୯,୧୨୧ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨,୪୪,୭୮୫ ସୁସ୍ଥ ସଂଖ୍ୟା ୨,୪୩,୦୦୬ ଚିକିତ୍ସିତ ସଂଖ୍ୟା ୨୧ ମୃତ ସଂଖ୍ୟା ୧୭୪୮, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୧୩,୭୨୨, ସୁସ୍ଥ ସଂଖ୍ୟା ୧,୧୨,୮୦୬ ଚିକିତ୍ସିତ ସଂଖ୍ୟା ୦୫, ମୃତ ସଂଖ୍ୟା ୯୦୭, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୬,୭୫୫ ସୁସ୍ଥ ସଂଖ୍ୟା ୩୬,୨୩୦ ଚିକିତ୍ସିତ ସଂଖ୍ୟା ୦୫, ମୃତ ସଂଖ୍ୟା ୫୧୨ ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୦,୮୧୪ ସୁସ୍ଥ ସଂଖ୍ୟା ୯୦,୧୧୭ ଚିକିତ୍ସିତ ସଂଖ୍ୟା ୧୨ ମୃତ ସଂଖ୍ୟା ୬୮୧ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।