ଭୁବନେଶ୍ବର ୦୫/୦୪(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୫ ପଜିଟିଭ ସଂଖ୍ୟା ୧୨,୮୭,୭୫୭ ଚିହ୍ନଟ ହୋଇଛନ୍ତି ୧୨,୭୮,୩୨୨ ଜଣ ସୁସ୍ଥ ହୋଇଥିବା ବେଳେ ୨୬୧ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୯,୧୨୧ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨,୪୪,୭୭୯ ସୁସ୍ଥ ସଂଖ୍ୟା ୨,୪୩,୦୦୩ ଚିକିତ୍ସିତ ସଂଖ୍ୟା ୧୮ ମୃତ ସଂଖ୍ୟା ୧୭୪୮, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୧୩,୭୨୨, ସୁସ୍ଥ ସଂଖ୍ୟା ୧,୧୨,୮୦୨ ଚିକିତ୍ସିତ ସଂଖ୍ୟା ୦୯, ମୃତ ସଂଖ୍ୟା ୯୦୭, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୬,୭୫୫ ସୁସ୍ଥ ସଂଖ୍ୟା ୩୬,୨୩୦ ଚିକିତ୍ସିତ ସଂଖ୍ୟା ୦୫, ମୃତ ସଂଖ୍ୟା ୫୧୨ ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୦,୮୧୩ ସୁସ୍ଥ ସଂଖ୍ୟା ୯୦,୧୦୨ ଚିକିତ୍ସିତ ସଂଖ୍ୟା ୨୬ ମୃତ ସଂଖ୍ୟା ୬୮୧ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।