ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨୧।

0 1,175

ଭୁବନେଶ୍ବର ୦୧/୦୪(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୨୧ ପଜିଟିଭ ସଂଖ୍ୟା ୧୨,୮୭,୬୬୧ ଚିହ୍ନଟ ହୋଇଛନ୍ତି ୧୨,୭୮,୧୨୧ ଜଣ ସୁସ୍ଥ ହୋଇଥିବା ବେଳେ ୩୬୬ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୯,୧୨୧ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨,୪୪,୭୬୨ ସୁସ୍ଥ ସଂଖ୍ୟା ୨,୪୨,୯୭୪ ଚିକିତ୍ସିତ ସଂଖ୍ୟା ୩୦ ମୃତ ସଂଖ୍ୟା ୧୭୪୮, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୧୩,୭୨୨, ସୁସ୍ଥ ସଂଖ୍ୟା ୧,୧୨,୭୯୩ ଚିକିତ୍ସିତ ସଂଖ୍ୟା ୧୮, ମୃତ ସଂଖ୍ୟା ୯୦୭, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୬,୭୫୫ ସୁସ୍ଥ ସଂଖ୍ୟା ୩୬,୨୨୨ ଚିକିତ୍ସିତ ସଂଖ୍ୟା ୧୩, ମୃତ ସଂଖ୍ୟା ୫୧୨ ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୦,୮୦୩ ସୁସ୍ଥ ସଂଖ୍ୟା ୯୦,୦୭୫ ଚିକିତ୍ସିତ ସଂଖ୍ୟା ୪୩ ମୃତ ସଂଖ୍ୟା ୬୮୧ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.