ଭୁବନେଶ୍ବର ୩୧/୦୩(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୩୨ ପଜିଟିଭ ସଂଖ୍ୟା ୧୨,୮୭,୬୪୦ ଚିହ୍ନଟ ହୋଇଛନ୍ତି ୧୨,୭୮,୦୮୧ ଜଣ ସୁସ୍ଥ ହୋଇଥିବା ବେଳେ ୩୮୫ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୯,୧୨୧ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨,୪୪,୭୫୮ ସୁସ୍ଥ ସଂଖ୍ୟା ୨,୪୨,୯୬୮ ଚିକିତ୍ସିତ ସଂଖ୍ୟା ୩୨ ମୃତ ସଂଖ୍ୟା ୧୭୪୮, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୧୩,୭୨୨, ସୁସ୍ଥ ସଂଖ୍ୟା ୧,୧୨,୭୯୨ ଚିକିତ୍ସିତ ସଂଖ୍ୟା ୧୯, ମୃତ ସଂଖ୍ୟା ୯୦୭, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୬,୭୫୪ ସୁସ୍ଥ ସଂଖ୍ୟା ୩୬,୨୨୦ ଚିକିତ୍ସିତ ସଂଖ୍ୟା ୧୪, ମୃତ ସଂଖ୍ୟା ୫୧୨ ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୦,୮୦୦ ସୁସ୍ଥ ସଂଖ୍ୟା ୯୦,୦୬୭ ଚିକିତ୍ସିତ ସଂଖ୍ୟା ୪୮ ମୃତ ସଂଖ୍ୟା ୬୮୧ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।