ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୫୯।

0 805

ଭୁବନେଶ୍ବର ୩୦/୦୩(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୫୯ ପଜିଟିଭ ସଂଖ୍ୟା ୧୨,୮୭,୬୦୮ ଚିହ୍ନଟ ହୋଇଛନ୍ତି ୧୨,୭୮,୦୩୫ ଜଣ ସୁସ୍ଥ ହୋଇଥିବା ବେଳେ ୪୦୦ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୯,୧୨୦ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨,୪୪,୭୫୩ ସୁସ୍ଥ ସଂଖ୍ୟା ୨,୪୨,୯୬୨ ଚିକିତ୍ସିତ ସଂଖ୍ୟା ୩୩ ମୃତ ସଂଖ୍ୟା ୧୭୪୮, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୧୩,୭୨୦, ସୁସ୍ଥ ସଂଖ୍ୟା ୧,୧୨,୭୯୦ ଚିକିତ୍ସିତ ସଂଖ୍ୟା ୧୯, ମୃତ ସଂଖ୍ୟା ୯୦୭, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୬,୭୫୪ସୁସ୍ଥ ସଂଖ୍ୟା ୩୬,୨୧୫ ଚିକିତ୍ସିତ ସଂଖ୍ୟା ୨୦, ମୃତ ସଂଖ୍ୟା ୫୧୧ ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୦,୭୯୬ ସୁସ୍ଥ ସଂଖ୍ୟା ୯୦,୦୬୩ ଚିକିତ୍ସିତ ସଂଖ୍ୟା ୪୮ ମୃତ ସଂଖ୍ୟା ୬୮୧ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.