ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୪୩।

0 1,144

ଭୁବନେଶ୍ବର ୨୬/୦୩(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୪୩ ପଜିଟିଭ ସଂଖ୍ୟା ୧୨,୮୭,୪୨୧ ଚିହ୍ନଟ ହୋଇଛନ୍ତି ୧୨,୭୭,୮୧୯ ଜଣ ସୁସ୍ଥ ହୋଇଥିବା ବେଳେ ୪୩୧ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୯,୧୧୮ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨,୪୪,୭୨୦ ସୁସ୍ଥ ସଂଖ୍ୟା ୨,୪୨,୯୪୨ ଚିକିତ୍ସିତ ସଂଖ୍ୟା ୨୦ ମୃତ ସଂଖ୍ୟା ୧୭୪୮, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୧୩,୭୧୦, ସୁସ୍ଥ ସଂଖ୍ୟା ୧,୧୨,୭୮୨ ଚିକିତ୍ସିତ ସଂଖ୍ୟା ୧୭, ମୃତ ସଂଖ୍ୟା ୯୦୭, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୬,୭୫୨ ସୁସ୍ଥ ସଂଖ୍ୟା ୩୬,୧୮୧ ଚିକିତ୍ସିତ ସଂଖ୍ୟା ୫୨, ମୃତ ସଂଖ୍ୟା ୫୧୧ ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୦,୭୬୫ ସୁସ୍ଥ ସଂଖ୍ୟା ୯୦,୦୪୮ଚିକିତ୍ସିତ ସଂଖ୍ୟା ୩୨ ମୃତ ସଂଖ୍ୟା ୬୮୧ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.