ଭୁବନେଶ୍ବର ୨୫/୦୩(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୫୫ ପଜିଟିଭ ସଂଖ୍ୟା ୧୨,୮୭,୩୭୮ ଚିହ୍ନଟ ହୋଇଛନ୍ତି ୧୨,୭୭,୭୫୦ ଜଣ ସୁସ୍ଥ ହୋଇଥିବା ବେଳେ ୪୫୮ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୯,୧୧୭ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨,୪୪,୭୧୫ ସୁସ୍ଥ ସଂଖ୍ୟା ୨,୪୨,୯୪୦ ଚିକିତ୍ସିତ ସଂଖ୍ୟା ୧୭ ମୃତ ସଂଖ୍ୟା ୧୭୪୮, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୧୩,୭୦୯, ସୁସ୍ଥ ସଂଖ୍ୟା ୧,୧୨,୭୮୧ ଚିକିତ୍ସିତ ସଂଖ୍ୟା ୧୭, ମୃତ ସଂଖ୍ୟା ୯୦୭, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୬,୭୫୦ ସୁସ୍ଥ ସଂଖ୍ୟା ୩୬,୧୭୧ ଚିକିତ୍ସିତ ସଂଖ୍ୟା ୩୮, ମୃତ ସଂଖ୍ୟା ୫୧୦ ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୦,୭୬୧ ସୁସ୍ଥ ସଂଖ୍ୟା ୯୦,୦୪୧ ଚିକିତ୍ସିତ ସଂଖ୍ୟା ୩୫ ମୃତ ସଂଖ୍ୟା ୬୮୧ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।