ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩୮।

0 1,203

ଭୁବନେଶ୍ବର ୨୪/୦୩(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୩୮ ପଜିଟିଭ ସଂଖ୍ୟା ୧୨,୮୭,୩୨୩ ଚିହ୍ନଟ ହୋଇଛନ୍ତି ୧୨,୭୭,୬୭୭ ଜଣ ସୁସ୍ଥ ହୋଇଥିବା ବେଳେ ୪୭୬ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୯,୧୧୭ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨,୪୪,୭୦୯ ସୁସ୍ଥ ସଂଖ୍ୟା ୨,୪୨,୯୩୫ ଚିକିତ୍ସିତ ସଂଖ୍ୟା ୧୬ ମୃତ ସଂଖ୍ୟା ୧୭୪୮, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୧୩,୭୦୫, ସୁସ୍ଥ ସଂଖ୍ୟା ୧,୧୨,୭୭୭ ଚିକିତ୍ସିତ ସଂଖ୍ୟା ୧୭, ମୃତ ସଂଖ୍ୟା ୯୦୭, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୬,୭୪୮ ସୁସ୍ଥ ସଂଖ୍ୟା ୩୬,୧୬୩ ଚିକିତ୍ସିତ ସଂଖ୍ୟା ୩୮, ମୃତ ସଂଖ୍ୟା ୫୧୦ ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୦,୭୫୩ ସୁସ୍ଥ ସଂଖ୍ୟା ୯୦,୦୩୨ ଚିକିତ୍ସିତ ସଂଖ୍ୟା ୩୬ ମୃତ ସଂଖ୍ୟା ୬୮୧ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.