ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୬୭୩୬।

0 1,318

ଭୁବନେଶ୍ବର ୨୭/୦୫(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୬୭୩୬। ପଜିଟିଭ ସଂଖ୍ୟା ୭,୩୨,୭୩୯ ଚିହ୍ନଟ ହୋଇଛନ୍ତି ୬,୨୩,୬୨୮ ଜଣ ସୁସ୍ଥ ହୋଇଥିବା ବେଳେ ୧,୦୬,୪୪୦ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୨୬୧୮ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୧୦,୪୫୪ ସୁସ୍ଥ ସଂଖ୍ୟା ୯୫,୩୮୯ ଚିକିତ୍ସିତ ସଂଖ୍ୟା ୧୪,୫୯୮, ମୃତ ସଂଖ୍ୟା ୪୫୭ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୮,୪୨୧ ସୁସ୍ଥ ସଂଖ୍ୟା ୪୮,୯୭୦ ଚିକିତ୍ସିତ ସଂଖ୍ୟା ୯୨୯୨, ମୃତ ସଂଖ୍ୟା ୧୫୫, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୦,୯୩୮, ସୁସ୍ଥ ସଂଖ୍ୟା ୨୮,୮୬୪ ଚିକିତ୍ସିତ ସଂଖ୍ୟା ୧୭୮୬, ମୃତ ସଂଖ୍ୟା ୨୮୦, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୩,୧୭୩ ସୁସ୍ଥ ସଂଖ୍ୟା ୪୫,୪୭୧ ଚିକିତ୍ସିତ ସଂଖ୍ୟା ୭୪୪୩ ,ମୃତ ସଂଖ୍ୟା ୨୫୫ , ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୭,୭୭୪ ସୁସ୍ଥ ସଂଖ୍ୟା ୬,୮୪୪ ଚିକିତ୍ସିତ ସଂଖ୍ୟା ୮୯୮ ,ମୃତ ସଂଖ୍ୟା ୨୯ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.