ଭୁବନେଶ୍ବର ୨୩/୦୩(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୩୨ ପଜିଟିଭ ସଂଖ୍ୟା ୧୨,୮୭,୨୮୫ ଚିହ୍ନଟ ହୋଇଛନ୍ତି ୧୨,୭୭,୫୮୦ ଜଣ ସୁସ୍ଥ ହୋଇଥିବା ବେଳେ ୫୩୬ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୯,୧୧୬ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨,୪୪,୭୦୩ ସୁସ୍ଥ ସଂଖ୍ୟା ୨,୪୨,୯୩୩ ଚିକିତ୍ସିତ ସଂଖ୍ୟା ୧୨ ମୃତ ସଂଖ୍ୟା ୧୭୪୮, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୧୩,୭୦୫, ସୁସ୍ଥ ସଂଖ୍ୟା ୧,୧୨,୭୭୨ ଚିକିତ୍ସିତ ସଂଖ୍ୟା ୨୨, ମୃତ ସଂଖ୍ୟା ୯୦୭, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୬,୭୪୬ ସୁସ୍ଥ ସଂଖ୍ୟା ୩୬,୧୫୩ ଚିକିତ୍ସିତ ସଂଖ୍ୟା ୭୫, ମୃତ ସଂଖ୍ୟା ୫୧୦ ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୦,୭୪୯ ସୁସ୍ଥ ସଂଖ୍ୟା ୯୦,୦୧୫ ଚିକିତ୍ସିତ ସଂଖ୍ୟା ୪୯ ମୃତ ସଂଖ୍ୟା ୬୮୧ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।