ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩୨।

0 1,187

ଭୁବନେଶ୍ବର ୨୨/୦୩(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୩୨ ପଜିଟିଭ ସଂଖ୍ୟା ୧୨,୮୭,୨୨୫ ଚିହ୍ନଟ ହୋଇଛନ୍ତି ୧୨,୭୭,୪୯୭ ଜଣ ସୁସ୍ଥ ହୋଇଥିବା ବେଳେ ୫୫୯ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୯,୧୧୬ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨,୪୪,୬୯୭ ସୁସ୍ଥ ସଂଖ୍ୟା ୨,୪୨,୯୩୨ ଚିକିତ୍ସିତ ସଂଖ୍ୟା ୦୭ ମୃତ ସଂଖ୍ୟା ୧୭୪୮, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୧୩,୭୦୨, ସୁସ୍ଥ ସଂଖ୍ୟା ୧,୧୨,୭୬୭ ଚିକିତ୍ସିତ ସଂଖ୍ୟା ୨୪, ମୃତ ସଂଖ୍ୟା ୯୦୭, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୬,୭୪୩ ସୁସ୍ଥ ସଂଖ୍ୟା ୩୬,୧୪୬ ଚିକିତ୍ସିତ ସଂଖ୍ୟା ୭୯, ମୃତ ସଂଖ୍ୟା ୫୧୦ ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୦,୭୪୦ ସୁସ୍ଥ ସଂଖ୍ୟା ୯୦,୦୦୯ ଚିକିତ୍ସିତ ସଂଖ୍ୟା ୪୬ ମୃତ ସଂଖ୍ୟା ୬୮୧ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.