ଭୁବନେଶ୍ବର ୨୦/୦୩(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୪୫ ପଜିଟିଭ ସଂଖ୍ୟା ୧୨,୮୭,୧୫୩ ଚିହ୍ନଟ ହୋଇଛନ୍ତି ୧୨,୭୭,୩୫୭ ଜଣ ସୁସ୍ଥ ହୋଇଥିବା ବେଳେ ୬୨୭ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୯,୧୧୬ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨,୪୪,୬୯୧ ସୁସ୍ଥ ସଂଖ୍ୟା ୨,୪୨,୯୩୧ ଚିକିତ୍ସିତ ସଂଖ୍ୟା ୦୨ ମୃତ ସଂଖ୍ୟା ୧୭୪୮, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୧୩,୭୦୧, ସୁସ୍ଥ ସଂଖ୍ୟା ୧,୧୨,୭୫୭ ଚିକିତ୍ସିତ ସଂଖ୍ୟା ୩୩, ମୃତ ସଂଖ୍ୟା ୯୦୭, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୬,୭୪୨ ସୁସ୍ଥ ସଂଖ୍ୟା ୩୬,୧୩୧ ଚିକିତ୍ସିତ ସଂଖ୍ୟା ୯୩, ମୃତ ସଂଖ୍ୟା ୫୧୦ ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୦,୭୩୫ ସୁସ୍ଥ ସଂଖ୍ୟା ୮୯,୯୯୮ ଚିକିତ୍ସିତ ସଂଖ୍ୟା ୫୨ ମୃତ ସଂଖ୍ୟା ୬୮୧ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।