ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୭୯ ।

0 1,229

ଭୁବନେଶ୍ବର ୧୮/୦୩(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୭୯ ପଜିଟିଭ ସଂଖ୍ୟା ୧୨,୮୭,୭୧୪ ଚିହ୍ନଟ ହୋଇଛନ୍ତି ୧୨,୭୭,୧୫୩ ଜଣ ସୁସ୍ଥ ହୋଇଥିବା ବେଳେ ୭୧୪ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୯,୧୧୬ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨,୪୪,୬୮୧ ସୁସ୍ଥ ସଂଖ୍ୟା ୨,୪୨,୯୧୩ ଚିକିତ୍ସିତ ସଂଖ୍ୟା ୧୦ ମୃତ ସଂଖ୍ୟା ୧୭୪୮, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୧୩,୬୯୭, ସୁସ୍ଥ ସଂଖ୍ୟା ୧,୧୨,୭୫୨ ଚିକିତ୍ସିତ ସଂଖ୍ୟା ୩୪, ମୃତ ସଂଖ୍ୟା ୯୦୭, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୬,୭୧୪ ସୁସ୍ଥ ସଂଖ୍ୟା ୩୬,୧୨୪ ଚିକିତ୍ସିତ ସଂଖ୍ୟା ୭୨, ମୃତ ସଂଖ୍ୟା ୫୧୦ ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୦,୭୨୭ ସୁସ୍ଥ ସଂଖ୍ୟା ୮୯,୯୭୪ ଚିକିତ୍ସିତ ସଂଖ୍ୟା ୬୮ ମୃତ ସଂଖ୍ୟା ୬୮୧ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.