ଭୁବନେଶ୍ବର ୧୬/୦୩(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୮୦ ପଜିଟିଭ ସଂଖ୍ୟା ୧୨,୮୬,୮୫୨ ଚିହ୍ନଟ ହୋଇଛନ୍ତି ୧୨,୭୬,୭୩୪ ଜଣ ସୁସ୍ଥ ହୋଇଥିବା ବେଳେ ୭୫୦ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୯,୧୧୫ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨,୪୪,୬୭୩ ସୁସ୍ଥ ସଂଖ୍ୟା ୨,୪୨,୮୮୩ ଚିକିତ୍ସିତ ସଂଖ୍ୟା ୩୨ ମୃତ ସଂଖ୍ୟା ୧୭୪୮, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୧୩,୬୯୪, ସୁସ୍ଥ ସଂଖ୍ୟା ୧,୧୨,୭୪୭ଚିକିତ୍ସିତ ସଂଖ୍ୟା ୩୭, ମୃତ ସଂଖ୍ୟା ୯୦୬, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୬,୬୭୧ ସୁସ୍ଥ ସଂଖ୍ୟା ୩୬,୧୧୯ ଚିକିତ୍ସିତ ସଂଖ୍ୟା ୩୪, ମୃତ ସଂଖ୍ୟା ୫୧୦ ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୦,୭୦୧ ସୁସ୍ଥ ସଂଖ୍ୟା ୮୯,୯୫୩ ଚିକିତ୍ସିତ ସଂଖ୍ୟା ୬୩ ମୃତ ସଂଖ୍ୟା ୬୮୧ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।