ଭୁବନେଶ୍ବର ୧୫/୦୩(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୭୮ ପଜିଟିଭ ସଂଖ୍ୟା ୧୨,୮୬,୭୭୨ ଚିହ୍ନଟ ହୋଇଛନ୍ତି ୧୨,୭୬,୭୮୨ ଜଣ ସୁସ୍ଥ ହୋଇଥିବା ବେଳେ ୮୨୨ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୯,୧୧୫ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨,୪୪,୬୬୫ ସୁସ୍ଥ ସଂଖ୍ୟା ୨,୪୨,୮୭୩ ଚିକିତ୍ସିତ ସଂଖ୍ୟା ୩୪ ମୃତ ସଂଖ୍ୟା ୧୭୪୮, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୧୩,୬୯୧, ସୁସ୍ଥ ସଂଖ୍ୟା ୧,୧୨,୭୪୩ଚିକିତ୍ସିତ ସଂଖ୍ୟା ୩୮, ମୃତ ସଂଖ୍ୟା ୯୦୬, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୬,୬୬୮ ସୁସ୍ଥ ସଂଖ୍ୟା ୩୬,୧୧୪ଚିକିତ୍ସିତ ସଂଖ୍ୟା ୩୬, ମୃତ ସଂଖ୍ୟା ୫୧୦ ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୦,୬୯୫ ସୁସ୍ଥ ସଂଖ୍ୟା ୮୯,୯୪୧ ଚିକିତ୍ସିତ ସଂଖ୍ୟା ୬୯ ମୃତ ସଂଖ୍ୟା ୬୮୧ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।