ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧୦୪।

0 1,146

ଭୁବନେଶ୍ବର ୧୧/୦୩(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୦୪ ପଜିଟିଭ ସଂଖ୍ୟା ୧୨,୮୬,୪୫୭ ଚିହ୍ନଟ ହୋଇଛନ୍ତି ୧୨,୭୬,୨୮୫ ଜଣ ସୁସ୍ଥ ହୋଇଥିବା ବେଳେ ୧,୦୧୪ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୯,୧୦୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨,୪୪,୬୪୪ ସୁସ୍ଥ ସଂଖ୍ୟା ୨,୪୨,୮୧୧ ଚିକିତ୍ସିତ ସଂଖ୍ୟା ୭୫ ମୃତ ସଂଖ୍ୟା ୧୭୪୮, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୧୩,୬୭୬, ସୁସ୍ଥ ସଂଖ୍ୟା ୧,୧୨,୭୨୭ ଚିକିତ୍ସିତ ସଂଖ୍ୟା ୩୯, ମୃତ ସଂଖ୍ୟା ୯୦୬, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୬,୬୫୩ ସୁସ୍ଥ ସଂଖ୍ୟା ୩୬,୦୯୯ ଚିକିତ୍ସିତ ସଂଖ୍ୟା ୩୬, ମୃତ ସଂଖ୍ୟା ୫୧୦ ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୦,୬୬୨ ସୁସ୍ଥ ସଂଖ୍ୟା ୮୯,୮୯୪ ଚିକିତ୍ସିତ ସଂଖ୍ୟା ୯୨ ମୃତ ସଂଖ୍ୟା ୬୭୨ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.