ଭୁବନେଶ୍ବର ୧୦/୦୩(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୦୮ ପଜିଟିଭ ସଂଖ୍ୟା ୧୨,୮୬,୩୫୩ ଚିହ୍ନଟ ହୋଇଛନ୍ତି ୧୨,୭୬,୧୫୦ ଜଣ ସୁସ୍ଥ ହୋଇଥିବା ବେଳେ ୧,୦୪୭ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୯,୧୦୩ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨,୪୪,୬୩୪ ସୁସ୍ଥ ସଂଖ୍ୟା ୨,୪୨,୮୦୩ ଚିକିତ୍ସିତ ସଂଖ୍ୟା ୭୩ ମୃତ ସଂଖ୍ୟା ୧୭୪୮, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୧୩,୬୭୪, ସୁସ୍ଥ ସଂଖ୍ୟା ୧,୧୨,୭୧୯ ଚିକିତ୍ସିତ ସଂଖ୍ୟା ୪୫, ମୃତ ସଂଖ୍ୟା ୯୦୬, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୬,୬୫୩ ସୁସ୍ଥ ସଂଖ୍ୟା ୩୬,୦୯୪ ଚିକିତ୍ସିତ ସଂଖ୍ୟା ୪୧, ମୃତ ସଂଖ୍ୟା ୫୧୦ ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୦,୬୫୦ ସୁସ୍ଥ ସଂଖ୍ୟା ୮୯,୮୭୮ ଚିକିତ୍ସିତ ସଂଖ୍ୟା ୯୮ ମୃତ ସଂଖ୍ୟା ୬୭୦ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।