ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧୦୮।

0 1,157

ଭୁବନେଶ୍ବର ୦୮/୦୩(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୦୮ ପଜିଟିଭ ସଂଖ୍ୟା ୧୨,୮୬,୧୧୭ ଚିହ୍ନଟ ହୋଇଛନ୍ତି ୧୨,୭୫,୭୬୭ ଜଣ ସୁସ୍ଥ ହୋଇଥିବା ବେଳେ ୧,୧୯୬ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୯,୧୦୧ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨,୪୪,୬୦୪ ସୁସ୍ଥ ସଂଖ୍ୟା ୨,୪୨,୭୮୦ ଚିକିତ୍ସିତ ସଂଖ୍ୟା ୬୭ ମୃତ ସଂଖ୍ୟା ୧୭୪୭, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୧୩,୬୬୪, ସୁସ୍ଥ ସଂଖ୍ୟା ୧,୧୨,୭୦୭ ଚିକିତ୍ସିତ ସଂଖ୍ୟା ୪୭, ମୃତ ସଂଖ୍ୟା ୯୦୬, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୬,୬୪୩ ସୁସ୍ଥ ସଂଖ୍ୟା ୩୬,୦୮୧ ଚିକିତ୍ସିତ ସଂଖ୍ୟା ୪୪, ମୃତ ସଂଖ୍ୟା ୫୧୦ ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୦,୬୨୯ ସୁସ୍ଥ ସଂଖ୍ୟା ୮୯,୮୫୮ ଚିକିତ୍ସିତ ସଂଖ୍ୟା ୯୭ ମୃତ ସଂଖ୍ୟା ୬୭୦ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.