ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧୨୮।

0 1,251

ଭୁବନେଶ୍ବର ୦୪/୦୩(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୨୮ ପଜିଟିଭ ସଂଖ୍ୟା ୧୨,୮୫,୬୧୫ ଚିହ୍ନଟ ହୋଇଛନ୍ତି ୧୨,୭୪,୭୫୬ ଜଣ ସୁସ୍ଥ ହୋଇଥିବା ବେଳେ ୧,୭୧୫ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୯,୦୯୧ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨,୪୪,୫୪୯ ସୁସ୍ଥ ସଂଖ୍ୟା ୨,୪୨,୬୭୫ ଚିକିତ୍ସିତ ସଂଖ୍ୟା ୧୧୮ ମୃତ ସଂଖ୍ୟା ୧୭୪୬, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୧୩,୬୫୫, ସୁସ୍ଥ ସଂଖ୍ୟା ୧,୧୨,୬୬୮ ଚିକିତ୍ସିତ ସଂଖ୍ୟା ୭୮, ମୃତ ସଂଖ୍ୟା ୯୦୫, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୬,୬୨୦ ସୁସ୍ଥ ସଂଖ୍ୟା ୩୬,୦୪୯ ଚିକିତ୍ସିତ ସଂଖ୍ୟା ୫୩, ମୃତ ସଂଖ୍ୟା ୫୧୦ ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୦,୫୭୬ ସୁସ୍ଥ ସଂଖ୍ୟା ୮୯,୮୧୭ ଚିକିତ୍ସିତ ସଂଖ୍ୟା ୮୮ ମୃତ ସଂଖ୍ୟା ୬୬୭ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.