ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧୬୮।

0 1,245

ଭୁବନେଶ୍ବର ୦୧/୦୩(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୬୮ ପଜିଟିଭ ସଂଖ୍ୟା ୧୨,୮୫,୨୦୬ ଚିହ୍ନଟ ହୋଇଛନ୍ତି ୧୨,୭୩,୭୩୪ ଜଣ ସୁସ୍ଥ ହୋଇଥିବା ବେଳେ ୨,୩୪୦ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୯,୦୭୯ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨,୪୪,୫୪୧ ସୁସ୍ଥ ସଂଖ୍ୟା ୨,୪୨,୫୬୭ ଚିକିତ୍ସିତ ସଂଖ୍ୟା ୨୦୧ ମୃତ ସଂଖ୍ୟା ୧୭୪୩, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୧୩,୬୩୮, ସୁସ୍ଥ ସଂଖ୍ୟା ୧,୧୨,୬୧୬ ଚିକିତ୍ସିତ ସଂଖ୍ୟା ୧୧୫, ମୃତ ସଂଖ୍ୟା ୯୦୩, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୬,୬୧୫ ସୁସ୍ଥ ସଂଖ୍ୟା ୩୬,୦୨୭ ଚିକିତ୍ସିତ ସଂଖ୍ୟା ୭୧, ମୃତ ସଂଖ୍ୟା ୫୦୯ ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୦,୫୪୫ ସୁସ୍ଥ ସଂଖ୍ୟା ୮୯,୬୬୫ ଚିକିତ୍ସିତ ସଂଖ୍ୟା ୨୧୩ ମୃତ ସଂଖ୍ୟା ୬୬୩ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.