ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩୪୫।

0 1,282

ଭୁବନେଶ୍ବର ୨୫/୦୨(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୩୪୫ ପଜିଟିଭ ସଂଖ୍ୟା ୧୨,୮୪,୩୨୩ ଚିହ୍ନଟ ହୋଇଛନ୍ତି ୧୨,୭୧,୮୪୩ ଜଣ ସୁସ୍ଥ ହୋଇଥିବା ବେଳେ ୩,୩୭୫ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୯,୦୫୨ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨,୪୪,୪୨୮ ସୁସ୍ଥ ସଂଖ୍ୟା ୨,୪୨,୨୮୫ ଚିକିତ୍ସିତ ସଂଖ୍ୟା ୩୯୮} ମୃତ ସଂଖ୍ୟା ୧୭୩୫, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୧୩,୬୧୮, ସୁସ୍ଥ ସଂଖ୍ୟା ୧,୧୨,୫୨୯ ଚିକିତ୍ସିତ ସଂଖ୍ୟା ୧୮୩, ମୃତ ସଂଖ୍ୟା ୯୦୨, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୬,୫୮୮ ସୁସ୍ଥ ସଂଖ୍ୟା ୩୫,୯୮୮ ଚିକିତ୍ସିତ ସଂଖ୍ୟା ୮୩, ମୃତ ସଂଖ୍ୟା ୫୦୯ ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୦,୪୯୮ ସୁସ୍ଥ ସଂଖ୍ୟା ୮୯,୩୫୧ ଚିକିତ୍ସିତ ସଂଖ୍ୟା ୪୮୧ ମୃତ ସଂଖ୍ୟା ୬୬୨ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.