ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୫୩୪।

0 1,274

ଭୁବନେଶ୍ବର ୧୯/୦୨(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୫୩୪ ପଜିଟିଭ ସଂଖ୍ୟା ୧୨,୮୧,୯୮୯ ଚିହ୍ନଟ ହୋଇଛନ୍ତି ୧୨,୬୫,୮୪୩ ଜଣ ସୁସ୍ଥ ହୋଇଥିବା ବେଳେ ୭,୦୯୯ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮,୯୯୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨,୪୪,୧୯୧ ସୁସ୍ଥ ସଂଖ୍ୟା ୨,୪୧,୧୪୭ ଚିକିତ୍ସିତ ସଂଖ୍ୟା ୧,୩୦୩ ମୃତ ସଂଖ୍ୟା ୧୭୩୧, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୧୩,୪୯୬ , ସୁସ୍ଥ ସଂଖ୍ୟା ୧,୧୨,୨୧୭ ଚିକିତ୍ସିତ ସଂଖ୍ୟା ୩୭୬ , ମୃତ ସଂଖ୍ୟା ୮୯୯, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୬,୫୩୯ ସୁସ୍ଥ ସଂଖ୍ୟା ୩୫,୮୭୫ ଚିକିତ୍ସିତ ସଂଖ୍ୟା ୧୪୯, ମୃତ ସଂଖ୍ୟା ୫୦୭ ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୦,୧୩୨ ସୁସ୍ଥ ସଂଖ୍ୟା ୮୮,୮୨୮ ଚିକିତ୍ସିତ ସଂଖ୍ୟା ୬୫୯ ମୃତ ସଂଖ୍ୟା ୬୪୧ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.