ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୬୭୧।

0 1,258

ଭୁବନେଶ୍ବର ୧୮/୦୨(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୬୭୧ ପଜିଟିଭ ସଂଖ୍ୟା ୧୨,୮୧,୪୫୫ ଚିହ୍ନଟ ହୋଇଛନ୍ତି ୧୨,୬୪,୫୭୧ ଜଣ ସୁସ୍ଥ ହୋଇଥିବା ବେଳେ ୭,୮୫୫ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮,୯୭୬ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨,୪୪,୦୯୮ସୁସ୍ଥ ସଂଖ୍ୟା ୨,୪୦,୯୧୫ ଚିକିତ୍ସିତ ସଂଖ୍ୟା ୧,୪୪୬ ମୃତ ସଂଖ୍ୟା ୧୭୨୭, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୧୩,୪୮୧ , ସୁସ୍ଥ ସଂଖ୍ୟା ୧,୧୨,୧୩୯ ଚିକିତ୍ସିତ ସଂଖ୍ୟା ୪୯୩ , ମୃତ ସଂଖ୍ୟା ୮୯୯, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୬,୫୩୬ ସୁସ୍ଥ ସଂଖ୍ୟା ୩୫,୮୫୯ ଚିକିତ୍ସିତ ସଂଖ୍ୟା ୧୬୩, ମୃତ ସଂଖ୍ୟା ୫୦୬ ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୦,୦୧୧ ସୁସ୍ଥ ସଂଖ୍ୟା ୮୮,୭୦୪ ଚିକିତ୍ସିତ ସଂଖ୍ୟା ୬୭୦ ମୃତ ସଂଖ୍ୟା ୬୩୩ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.