ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୮୫୨।

0 1,193

ଭୁବନେଶ୍ବର ୧୬/୦୨(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୮୫୨ ପଜିଟିଭ ସଂଖ୍ୟା ୧୨,୭୯,୮୯୮ ଚିହ୍ନଟ ହୋଇଛନ୍ତି ୧୨,୬୧,୪୬୭ ଜଣ ସୁସ୍ଥ ହୋଇଥିବା ବେଳେ ୯,୪୩୩ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮,୯୪୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨,୪୩,୯୦୯ ସୁସ୍ଥ ସଂଖ୍ୟା ୨,୪୦,୪୪୬ ଚିକିତ୍ସିତ ସଂଖ୍ୟା ୧,୭୩୬ ମୃତ ସଂଖ୍ୟା ୧୭୧୭, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୧୩,୪୧୦ , ସୁସ୍ଥ ସଂଖ୍ୟା ୧,୧୧,୮୩୧ ଚିକିତ୍ସିତ ସଂଖ୍ୟା ୬୮୦ , ମୃତ ସଂଖ୍ୟା ୮୯୫, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୬,୫୦୯ ସୁସ୍ଥ ସଂଖ୍ୟା ୩୫,୮୨୨ ଚିକିତ୍ସିତ ସଂଖ୍ୟା ୧୭୩, ମୃତ ସଂଖ୍ୟା ୫୦୬ ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୮୯,୮୨୭ ସୁସ୍ଥ ସଂଖ୍ୟା ୮୮,୪୫୧ ଚିକିତ୍ସିତ ସଂଖ୍ୟା ୭୩୯ ମୃତ ସଂଖ୍ୟା ୬୩୩ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.