ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧୫୩୯।

0 1,162

ଭୁବନେଶ୍ବର ୧୨/୦୨(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧,୫୩୯ ପଜିଟିଭ ସଂଖ୍ୟା ୧୨,୫୩,୯୧୪ ଚିହ୍ନଟ ହୋଇଛନ୍ତି ୧୨,୭୬,୧୧୪ ଜଣ ସୁସ୍ଥ ହୋଇଥିବା ବେଳେ ୧୩,୨୮୫ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮,୮୬୨ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨,୪୩,୩୭୯ ସୁସ୍ଥ ସଂଖ୍ୟା ୨,୩୯,୦୨୩ ଚିକିତ୍ସିତ ସଂଖ୍ୟା ୨,୬୪୨ ମୃତ ସଂଖ୍ୟା ୧୭୦୪, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୧୩,୧୬୪ , ସୁସ୍ଥ ସଂଖ୍ୟା ୧,୧୧,୪୪୮ ଚିକିତ୍ସିତ ସଂଖ୍ୟା ୮୨୨ , ମୃତ ସଂଖ୍ୟା ୮୯୦, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୬,୪୪୩ ସୁସ୍ଥ ସଂଖ୍ୟା ୩୫,୭୪୧ ଚିକିତ୍ସିତ ସଂଖ୍ୟା ୧୯୨, ମୃତ ସଂଖ୍ୟା ୫୦୨ ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୮୯,୪୬୧ ସୁସ୍ଥ ସଂଖ୍ୟା ୮୭,୮୩୦ ଚିକିତ୍ସିତ ସଂଖ୍ୟା ୯୯୮ ମୃତ ସଂଖ୍ୟା ୬୨୯ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.