ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧୫୦୩।

0 1,148

ଭୁବନେଶ୍ବର ୦୮/୦୨(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧,୫୦୩ ପଜିଟିଭ ସଂଖ୍ୟା ୧୨,୬୯,୮୧୧ ଚିହ୍ନଟ ହୋଇଛନ୍ତି ୧୨,୪୧,୫୯୭ ଜଣ ସୁସ୍ଥ ହୋଇଥିବା ବେଳେ ୧୯,୩୮୬ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୭୭୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨,୪୨,୫୦୩ ସୁସ୍ଥ ସଂଖ୍ୟା ୨,୩୬,୪୯୩ ଚିକିତ୍ସିତ ସଂଖ୍ୟା ୪,୩୨୨ ମୃତ ସଂଖ୍ୟା ୧୬୭୮ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୧୨,୬୮୧, ସୁସ୍ଥ ସଂଖ୍ୟା ,୧,୧୦,୫୭୧ ଚିକିତ୍ସିତ ସଂଖ୍ୟା ୧,୨୧୭, ମୃତ ସଂଖ୍ୟା ୮୮୯, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୬,୩୨୪ ସୁସ୍ଥ ସଂଖ୍ୟା ୩୫,୫୩୩ ଚିକିତ୍ସିତ ସଂଖ୍ୟା ୩୬୦ ମୃତ ସଂଖ୍ୟା ୫୦୦ ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୮୮,୯୩୮ ସୁସ୍ଥ ସଂଖ୍ୟା ୮୬,୭୧୮ ଚିକିତ୍ସିତ ସଂଖ୍ୟା ୧,୬୦୦ ମୃତ ସଂଖ୍ୟା ୬୧୬ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.