ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨୧୦୬।

0 1,248

ଭୁବନେଶ୍ବର ୦୬/୦୨(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୨,୧୦୬ ପଜିଟିଭ ସଂଖ୍ୟା ୧୨,୬୬,୮୧୧ ଚିହ୍ନଟ ହୋଇଛନ୍ତି ୧୨,୩୪,୩୫୨ ଜଣ ସୁସ୍ଥ ହୋଇଥିବା ବେଳେ ୨୩,୬୭୨ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୭୩୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨,୪୧,୯୧୯ ସୁସ୍ଥ ସଂଖ୍ୟା ୨,୩୪,୮୧୩ ଚିକିତ୍ସିତ ସଂଖ୍ୟା ୫,୪୨୫ ମୃତ ସଂଖ୍ୟା ୧୬୭୧ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୧୨,୪୨୯, ସୁସ୍ଥ ସଂଖ୍ୟା ,୧,୦୯,୯୬୫ ଚିକିତ୍ସିତ ସଂଖ୍ୟା ୧,୬୭୬, ମୃତ ସଂଖ୍ୟା ୮୮୪, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୬,୨୯୦ ସୁସ୍ଥ ସଂଖ୍ୟା ୩୫,୪୪୪ ଚିକିତ୍ସିତ ସଂଖ୍ୟା ୩୩୯ ମୃତ ସଂଖ୍ୟା ୪୯୯, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୮୮,୬୮୦ ସୁସ୍ଥ ସଂଖ୍ୟା ୮୫,୨୬୫ ଚିକିତ୍ସିତ ସଂଖ୍ୟା ୧,୭୯୭ ମୃତ ସଂଖ୍ୟା ୬୧୪ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.