ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩୬୨୯।

0 1,164

ଭୁବନେଶ୍ବର ୦୩/୦୨(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୩,୬୨୯ ପଜିଟିଭ ସଂଖ୍ୟା ୧୨,୫୯,୪୦୫ ଚିହ୍ନଟ ହୋଇଛନ୍ତି ୧୨,୧୫,୩୮୦ ଜଣ ସୁସ୍ଥ ହୋଇଥିବା ବେଳେ ୩୫,୩୦୬ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୬୬୬ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨,୪୦,୫୩୩ ସୁସ୍ଥ ସଂଖ୍ୟା ୨,୨୯,୧୮୧ ଚିକିତ୍ସିତ ସଂଖ୍ୟା ୯,୬୯୪ ମୃତ ସଂଖ୍ୟା ୧୬୪୮ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୧୨,୦୪୧, ସୁସ୍ଥ ସଂଖ୍ୟା ,୧,୦୮,୬୪୭ ଚିକିତ୍ସିତ ସଂଖ୍ୟା ୨,୫୦୯, ମୃତ ସଂଖ୍ୟା ୮୮୧, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୬,୧୫୪ ସୁସ୍ଥ ସଂଖ୍ୟା ୩୫,୨୪୨ ଚିକିତ୍ସିତ ସଂଖ୍ୟା ୪୦୯ ମୃତ ସଂଖ୍ୟା ୪୯୫, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୮୭,୯୬୬ ସୁସ୍ଥ ସଂଖ୍ୟା ୮୪,୯୫୨ ଚିକିତ୍ସିତ ସଂଖ୍ୟା ୨,୪୦୨ ମୃତ ସଂଖ୍ୟା ୬୦୮ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.