ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୭,୪୨୬।

0 1,144

ଭୁବନେଶ୍ବର ୨୬/୦୧(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୭,୪୨୬ ପଜିଟିଭ ସଂଖ୍ୟା ୧୨,୨୫,୨୬୮ ଚିହ୍ନଟ ହୋଇଛନ୍ତି ୧୧,୪୨,୧୬୧ ଜଣ ସୁସ୍ଥ ହୋଇଥିବା ବେଳେ ୭୪,୫୧୨ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୫୪୨ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨,୩୨,୯୮୮ ସୁସ୍ଥ ସଂଖ୍ୟା ୨,୦୪,୭୨୩ ଚିକିତ୍ସିତ ସଂଖ୍ୟା ୨୬,୬୩୦, ମୃତ ସଂଖ୍ୟା ୧୬୨୫ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୦୯,୧୭୩, ସୁସ୍ଥ ସଂଖ୍ୟା ,୧,୦୩,୫୫୮ ଚିକିତ୍ସିତ ସଂଖ୍ୟା ୪,୭୪୩, ମୃତ ସଂଖ୍ୟା ୮୬୮, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୫,୬୭୪ ସୁସ୍ଥ ସଂଖ୍ୟା ୩୪,୭୧୯ ଚିକିତ୍ସିତ ସଂଖ୍ୟା ୪୬୨ ମୃତ ସଂଖ୍ୟା ୪୮୫, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୮୫,୦୧୨ ସୁସ୍ଥ ସଂଖ୍ୟା ୭୭,୯୧୮ ଚିକିତ୍ସିତ ସଂଖ୍ୟା ୬,୪୮୯ ମୃତ ସଂଖ୍ୟା ୬୦୧ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.