ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୫୮୯୧ ।

0 1,181

ଭୁବନେଶ୍ବର ୨୫/୦୧(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୫,୮୯୧ ପଜିଟିଭ ସଂଖ୍ୟା ୧୨,୧୭,୭୪୨ ଚିହ୍ନଟ ହୋଇଛନ୍ତି ୧୧,୩୧,୯୧୭ ଜଣ ସୁସ୍ଥ ହୋଇଥିବା ବେଳେ ୭୭,୩୪୦ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୫୩୨ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨,୩୧,୦୨୯ ସୁସ୍ଥ ସଂଖ୍ୟା ୨,୦୧,୩୪୩ ଚିକିତ୍ସିତ ସଂଖ୍ୟା ୨୮,୦୫୫, ମୃତ ସଂଖ୍ୟା ୧୬୨୧ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୦୮,୬୨୫, ସୁସ୍ଥ ସଂଖ୍ୟା ,୧,୦୨,୬୪୩ ଚିକିତ୍ସିତ ସଂଖ୍ୟା ୫,୧୧୦, ମୃତ ସଂଖ୍ୟା ୭୭୪, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୫,୬୪୦ ସୁସ୍ଥ ସଂଖ୍ୟା ୩୪,୬୨୮ ଚିକିତ୍ସିତ ସଂଖ୍ୟା ୫୧୯ ମୃତ ସଂଖ୍ୟା ୪୮୫, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୮୪,୨୩୪ ସୁସ୍ଥ ସଂଖ୍ୟା ୭୬,୬୯୯ ଚିକିତ୍ସିତ ସଂଖ୍ୟା ୬,୯୩୪, ମୃତ ସଂଖ୍ୟା ୫୯୭ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.