ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୮,୮୪୫ ।

0 1,178

ଭୁବନେଶ୍ବର ୨୨/୦୧(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୮,୮୪୫ ପଜିଟିଭ ସଂଖ୍ୟା ୧୧,୯୬,୧୪୦ ଚିହ୍ନଟ ହୋଇଛନ୍ତି ୧୦,୯୯,୪୨୩ ଜଣ ସୁସ୍ଥ ହୋଇଥିବା ବେଳେ ୮୮,୧୫୦ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୫୧୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨,୨୫,୫୬୨ ସୁସ୍ଥ ସଂଖ୍ୟା ୧,୯୧,୫୩୦ ଚିକିତ୍ସିତ ସଂଖ୍ୟା ୩୨,୪୦୫, ମୃତ ସଂଖ୍ୟା ୧୬୧୭ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୦୬,୭୩୯, ସୁସ୍ଥ ସଂଖ୍ୟା ,୧,୦୦,୨୪୬ ଚିକିତ୍ସିତ ସଂଖ୍ୟା ୫,୬୭୭, ମୃତ ସଂଖ୍ୟା ୮୬୬, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୫,୪୨୭ ସୁସ୍ଥ ସଂଖ୍ୟା ୩୪,୨୨୨ ଚିକିତ୍ସିତ ସଂଖ୍ୟା ୭୧୨ ମୃତ ସଂଖ୍ୟା ୪୮୫, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୮୨,୧୫୫ ସୁସ୍ଥ ସଂଖ୍ୟା ୭୧,୭୦୩ ଚିକିତ୍ସିତ ସଂଖ୍ୟା ୯,୮୫୩, ମୃତ ସଂଖ୍ୟା ୫୯୫ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.