ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧୧୬୦୭।

0 1,167

ଭୁବନେଶ୍ବର ୧୯/୦୧(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୧,୬୦୭ ପଜିଟିଭ ସଂଖ୍ୟା ୧୧,୬୭,୦୯୪ ଚିହ୍ନଟ ହୋଇଛନ୍ତି ୧୦,୭୩,୭୭୭ ଜଣ ସୁସ୍ଥ ହୋଇଥିବା ବେଳେ ୮୪,୭୭୦ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୪୯୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨,୧୭,୦୫୨ ସୁସ୍ଥ ସଂଖ୍ୟା ୧,୮୫,୬୮୫ ଚିକିତ୍ସିତ ସଂଖ୍ୟା ୨୯,୭୪୫, ମୃତ ସଂଖ୍ୟା ୧୬୧୨ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୦୪,୪୫୧, ସୁସ୍ଥ ସଂଖ୍ୟା ୯୭,୬୫୦ ଚିକିତ୍ସିତ ସଂଖ୍ୟା ୫୯୩୪, ମୃତ ସଂଖ୍ୟା ୮୬୩, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୫,୨୧୮ ସୁସ୍ଥ ସଂଖ୍ୟା ୩୩,୭୯୩ ଚିକିତ୍ସିତ ସଂଖ୍ୟା ୯୩୩ ମୃତ ସଂଖ୍ୟା ୪୮୪, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୭୮,୫୧୫ ସୁସ୍ଥ ସଂଖ୍ୟା ୬୭,୩୬୨ ଚିକିତ୍ସିତ ସଂଖ୍ୟା ୧୦୫୫୪, ମୃତ ସଂଖ୍ୟା ୫୯୫ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.