ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧୧୧୭୭।

0 1,157

ଭୁବନେଶ୍ବର ୧୬/୦୧(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୧,୧୭୭ ପଜିଟିଭ ସଂଖ୍ୟା ୧୧,୩୩,୭୩୫ ଚିହ୍ନଟ ହୋଇଛନ୍ତି ୧୦,୫୫,୬୧୫ ଜଣ ସୁସ୍ଥ ହୋଇଥିବା ବେଳେ ୬୯,୭୬୩ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୪୮୧ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨,୦୬,୩୦୨ ସୁସ୍ଥ ସଂଖ୍ୟା ୧,୮୧,୮୪୯ ଚିକିତ୍ସିତ ସଂଖ୍ୟା ୨୨,୮୩୫, ମୃତ ସଂଖ୍ୟା ୧୬୦୮ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୦୨,୦୦୧, ସୁସ୍ଥ ସଂଖ୍ୟା ୯୫,୯୯୧ ଚିକିତ୍ସିତ ସଂଖ୍ୟା ୫୧୪୫, ମୃତ ସଂଖ୍ୟା ୮୬୧, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୪,୯୧୭ ସୁସ୍ଥ ସଂଖ୍ୟା ୩୩,୫୯୬ ଚିକିତ୍ସିତ ସଂଖ୍ୟା ୮୨୯ ମୃତ ସଂଖ୍ୟା ୪୮୪, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୭୪,୪୩୩ ସୁସ୍ଥ ସଂଖ୍ୟା ୬୩,୦୮୯ ଚିକିତ୍ସିତ ସଂଖ୍ୟା ୯୭୪୬, ମୃତ ସଂଖ୍ୟା ୫୯୪ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.