ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧୧୪୯୮ ।

0 1,249

ଭୁବନେଶ୍ବର ୨୦/୦୫(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୧୪୯୮। ପଜିଟିଭ ସଂଖ୍ୟା ୬,୫୫,୮୯୯ ଚିହ୍ନଟ ହୋଇଛନ୍ତି ୫,୪୬,୬୩୧ ଜଣ ସୁସ୍ଥ ହୋଇଥିବା ବେଳେ ୧,୦୬,୮୧୨ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୨୪୦୩ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୦୦,୪୦୬ ସୁସ୍ଥ ସଂଖ୍ୟା ୮୪,୪୧୮ ଚିକିତ୍ସିତ ସଂଖ୍ୟା ୧୫,୫୫୮, ମୃତ ସଂଖ୍ୟା ୪୨୦ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୧,୯୦୫ ସୁସ୍ଥ ସଂଖ୍ୟା ୪୨,୭୭୬ ଚିକିତ୍ସିତ ସଂଖ୍ୟା ୮୯୭୨, ମୃତ ସଂଖ୍ୟା ୧୫୩, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୯,୨୫୩, ସୁସ୍ଥ ସଂଖ୍ୟା ୨୭,୦୫୫ ଚିକିତ୍ସିତ ସଂଖ୍ୟା ୨୯୨୦, ମୃତ ସଂଖ୍ୟା ୨୬୯, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୪୮,୨୪୨ ସୁସ୍ଥ ସଂଖ୍ୟା ୩୯,୧୮୬ ଚିକିତ୍ସିତ ସଂଖ୍ୟା ୮୮୧୯ ,ମୃତ ସଂଖ୍ୟା ୨୩୩ , ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୭,୧୧୫ ସୁସ୍ଥ ସଂଖ୍ୟା ୬,୨୧୬ ଚିକିତ୍ସିତ ସଂଖ୍ୟା ୮୬୭ ,ମୃତ ସଂଖ୍ୟା ୨୯ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.