ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨୭୦୩।

0 1,249

ଭୁବନେଶ୍ବର ୦୭/୦୧(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୨୭୦୩ ପଜିଟିଭ ସଂଖ୍ୟା ୧୦,୬୨,୪୭୬ ଚିହ୍ନଟ ହୋଇଛନ୍ତି ୧୦,୪୫,୭୧୮ ଜଣ ସୁସ୍ଥ ହୋଇଥିବା ବେଳେ ୫,୨୩୭ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୪୬୮ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୮୪,୪୯୧ ସୁସ୍ଥ ସଂଖ୍ୟା ୧,୭୯,୮୬୯ ଚିକିତ୍ସିତ ସଂଖ୍ୟା ୩୦୦୪, ମୃତ ସଂଖ୍ୟା ୧୬୦୮ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୬,୨୦୭, ସୁସ୍ଥ ସଂଖ୍ୟା ୯୪,୬୯୫ ଚିକିତ୍ସିତ ସଂଖ୍ୟା ୬୪୮, ମୃତ ସଂଖ୍ୟା ୮୬୦, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୪,୦୮୩ ସୁସ୍ଥ ସଂଖ୍ୟା ୩୩,୪୯୩ ଚିକିତ୍ସିତ ସଂଖ୍ୟା ୯୯ ମୃତ ସଂଖ୍ୟା ୪୮୩, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୩,୪୪୫ ସୁସ୍ଥ ସଂଖ୍ୟା ୬୧,୭୮୧ ଚିକିତ୍ସିତ ସଂଖ୍ୟା ୧୦୬୮, ମୃତ ସଂଖ୍ୟା ୫୯୨ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.