ଭୁବନେଶ୍ବର ୦୫/୦୧(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୨୧୬ ପଜିଟିଭ ସଂଖ୍ୟା ୧୦,୫୭,୮୭୬ ଚିହ୍ନଟ ହୋଇଛନ୍ତି ୧୦,୪୫,୩୭୬ ଜଣ ସୁସ୍ଥ ହୋଇଥିବା ବେଳେ ୩,୯୮୧ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୪୬୬ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୮୨,୮୯୬ ସୁସ୍ଥ ସଂଖ୍ୟା ୧,୭୯,୭୨୯ ଚିକିତ୍ସିତ ସଂଖ୍ୟା ୧୫୫୧, ମୃତ ସଂଖ୍ୟା ୧୬୦୬ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୫,୮୬୮, ସୁସ୍ଥ ସଂଖ୍ୟା ୯୪,୬୭୬ ଚିକିତ୍ସିତ ସଂଖ୍ୟା ୩୨୮, ମୃତ ସଂଖ୍ୟା ୮୬୦, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୪,୦୨୨ ସୁସ୍ଥ ସଂଖ୍ୟା ୩୩,୪୮୯ ଚିକିତ୍ସିତ ସଂଖ୍ୟା ୪୨ ମୃତ ସଂଖ୍ୟା ୪୮୩, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୨,୭୨୯ ସୁସ୍ଥ ସଂଖ୍ୟା ୬୧,୭୭୬ ଚିକିତ୍ସିତ ସଂଖ୍ୟା ୩୫୭, ମୃତ ସଂଖ୍ୟା ୫୯୨ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।