ଭୁବନେଶ୍ବର ୦୩/୦୧(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୪୨୪ ପଜିଟିଭ ସଂଖ୍ୟା ୧୦,୫୫,୯୮୦ ଚିହ୍ନଟ ହୋଇଛନ୍ତି ୧୦,୪୫,୧୦୯ ଜଣ ସୁସ୍ଥ ହୋଇଥିବା ବେଳେ ୨,୩୫୫ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୪୬୩ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୮୨,୧୭୭ ସୁସ୍ଥ ସଂଖ୍ୟା ୧,୭୯,୬୧୪ ଚିକିତ୍ସିତ ସଂଖ୍ୟା ୯୪୯, ମୃତ ସଂଖ୍ୟା ୧୬୦୪ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୫,୭୨୯, ସୁସ୍ଥ ସଂଖ୍ୟା ୯୪,୬୫୩ ଚିକିତ୍ସିତ ସଂଖ୍ୟା ୨୧୨, ମୃତ ସଂଖ୍ୟା ୮୬୦, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୪,୦୦୧ସୁସ୍ଥ ସଂଖ୍ୟା ୩୩,୪୮୪ ଚିକିତ୍ସିତ ସଂଖ୍ୟା ୨୬ ମୃତ ସଂଖ୍ୟା ୪୮୩, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୨,୪୯୪ ସୁସ୍ଥ ସଂଖ୍ୟା ୬୧,୭୬୭ ଚିକିତ୍ସିତ ସଂଖ୍ୟା ୧୩୧, ମୃତ ସଂଖ୍ୟା ୫୯୨ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।