ଭୁବନେଶ୍ବର ୨୮/୧୨(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୫୬ ପଜିଟିଭ ସଂଖ୍ୟା ୧୦,୫୪,୧୬୦ ଚିହ୍ନଟ ହୋଇଛନ୍ତି ୧୦,୪୪,୦୯୩ ଜଣ ସୁସ୍ଥ ହୋଇଥିବା ବେଳେ ୧,୫୫୯ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୪୫୫ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୮୧,୪୪୦ ସୁସ୍ଥ ସଂଖ୍ୟା ୧,୭୯,୧୦୫ ଚିକିତ୍ସିତ ସଂଖ୍ୟା ୭୨୬, ମୃତ ସଂଖ୍ୟା ୧୫୯୯ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୫,୫୪୫, ସୁସ୍ଥ ସଂଖ୍ୟା ୯୪,୫୭୭ ଚିକିତ୍ସିତ ସଂଖ୍ୟା ୧୦୬, ମୃତ ସଂଖ୍ୟା ୮୫୮, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୯୮୪ ସୁସ୍ଥ ସଂଖ୍ୟା ୩୩,୪୭୭ ଚିକିତ୍ସିତ ସଂଖ୍ୟା ୧୬ ମୃତ ସଂଖ୍ୟା ୪୮୩, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୨,୩୭୧ ସୁସ୍ଥ ସଂଖ୍ୟା ୬୧,୭୨୧ ଚିକିତ୍ସିତ ସଂଖ୍ୟା ୫୪, ମୃତ ସଂଖ୍ୟା ୫୯୨ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।