ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧୨୩।

0 1,162

ଭୁବନେଶ୍ବର ୨୭/୧୨(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୨୩ ପଜିଟିଭ ସଂଖ୍ୟା ୧୦,୫୪,୦୦୪ ଚିହ୍ନଟ ହୋଇଛନ୍ତି ୧୦,୪୩,୯୨୬ ଜଣ ସୁସ୍ଥ ହୋଇଥିବା ବେଳେ ୧,୫୭୨ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୪୫୩ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୮୧,୩୫୭ ସୁସ୍ଥ ସଂଖ୍ୟା ୧,୭୯,୦୧୭ ଚିକିତ୍ସିତ ସଂଖ୍ୟା ୭୩୨, ମୃତ ସଂଖ୍ୟା ୧୫୯୮ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୫,୫୯୩, ସୁସ୍ଥ ସଂଖ୍ୟା ୯୪,୫୬୧ ଚିକିତ୍ସିତ ସଂଖ୍ୟା ୧୧୬, ମୃତ ସଂଖ୍ୟା ୮୫୮, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୯୮୧ ସୁସ୍ଥ ସଂଖ୍ୟା ୩୩,୪୭୬ ଚିକିତ୍ସିତ ସଂଖ୍ୟା ୧୫ ମୃତ ସଂଖ୍ୟା ୪୮୨, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୨,୩୬୬ ସୁସ୍ଥ ସଂଖ୍ୟା ୬୧,୭୧୨ ଚିକିତ୍ସିତ ସଂଖ୍ୟା ୫୮, ମୃତ ସଂଖ୍ୟା ୫୯୨ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.