ଭୁବନେଶ୍ବର ୧୮/୦୫(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୦୩୨୧। ପଜିଟିଭ ସଂଖ୍ୟା ୬,୩୩,୩୦୨ ଚିହ୍ନଟ ହୋଇଛନ୍ତି ୫,୨୬,୩୫୩ ଜଣ ସୁସ୍ଥ ହୋଇଥିବା ବେଳେ ୧,୦୪,୫୩୯ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୨୩୫୭ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୭,୪୪୯ ସୁସ୍ଥ ସଂଖ୍ୟା ୮୧,୫୨୯ ଚିକିତ୍ସିତ ସଂଖ୍ୟା ୧୫,୪୯୬, ମୃତ ସଂଖ୍ୟା ୪୧୪ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୪୯,୯୩୧ ସୁସ୍ଥ ସଂଖ୍ୟା ୪୧,୧୭୧ ଚିକିତ୍ସିତ ସଂଖ୍ୟା ୮୬୦୫, ମୃତ ସଂଖ୍ୟା ୧୫୧, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୮,୮୨୮, ସୁସ୍ଥ ସଂଖ୍ୟା ୨୬,୪୯୪ ଚିକିତ୍ସିତ ସଂଖ୍ୟା ୨୦୫୯, ମୃତ ସଂଖ୍ୟା ୨୬୭, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୪୬,୫୫୬ ସୁସ୍ଥ ସଂଖ୍ୟା ୩୩,୪୩୬ ଚିକିତ୍ସିତ ସଂଖ୍ୟା ୮୮୯୪ ,ମୃତ ସଂଖ୍ୟା ୨୨୯ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।