ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧୮୩।

0 1,230

ଭୁବନେଶ୍ବର ୨୨/୧୨(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୮୩ ପଜିଟିଭ ସଂଖ୍ୟା ୧୦,୫୩,୩୪୯ ଚିହ୍ନଟ ହୋଇଛନ୍ତି ୧୦,୪୩,୦୪୫ ଜଣ ସୁସ୍ଥ ହୋଇଥିବା ବେଳେ ୧,୮୦୪ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୪୪୭ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୮୧,୦୪୫ ସୁସ୍ଥ ସଂଖ୍ୟା ୧,୭୮,୫୭୨ ଚିକିତ୍ସିତ ସଂଖ୍ୟା ୮୬୮, ମୃତ ସଂଖ୍ୟା ୧୫୯୫ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୫,୪୮୮, ସୁସ୍ଥ ସଂଖ୍ୟା ୯୪,୪୮୪ ଚିକିତ୍ସିତ ସଂଖ୍ୟା ୧୪୨, ମୃତ ସଂଖ୍ୟା ୮୫୮, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୯୭୧ ସୁସ୍ଥ ସଂଖ୍ୟା ୩୩,୪୬୫ ଚିକିତ୍ସିତ ସଂଖ୍ୟା ୧୭ ମୃତ ସଂଖ୍ୟା ।୪୮୧, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୨,୩୪୮ ସୁସ୍ଥ ସଂଖ୍ୟା ୬୧,୬୭୧ ଚିକିତ୍ସିତ ସଂଖ୍ୟା ୮୧, ମୃତ ସଂଖ୍ୟା ୫୯୨ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.