ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧୮୬।

0 1,177

ଭୁବନେଶ୍ବର ୨୦/୧୨(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୮୬ ପଜିଟିଭ ସଂଖ୍ୟା ୧୦,୫୩,୦୨୦ ଚିହ୍ନଟ ହୋଇଛନ୍ତି ୧୦,୪୨,୭୦୧ ଜଣ ସୁସ୍ଥ ହୋଇଥିବା ବେଳେ ୧,୮୨୧ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୪୪୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୮୦,୮୭୪ ସୁସ୍ଥ ସଂଖ୍ୟା ୧,୭୮,୪୦୯ ଚିକିତ୍ସିତ ସଂଖ୍ୟା ୮୬୧, ମୃତ ସଂଖ୍ୟା ୧୫୯୪ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୫,୪୬୧, ସୁସ୍ଥ ସଂଖ୍ୟା ୯୪,୪୬୪ ଚିକିତ୍ସିତ ସଂଖ୍ୟା ୧୩୫, ମୃତ ସଂଖ୍ୟା ୮୫୮, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୯୬୮ ସୁସ୍ଥ ସଂଖ୍ୟା ୩୩,୪୬୦ ଚିକିତ୍ସିତ ସଂଖ୍ୟା ୧୯ ମୃତ ସଂଖ୍ୟା ୪୮୧, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୨,୩୩୩ ସୁସ୍ଥ ସଂଖ୍ୟା ୬୧,୬୫୪ ଚିକିତ୍ସିତ ସଂଖ୍ୟା ୮୩, ମୃତ ସଂଖ୍ୟା ୫୯୨ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.