ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧୭୩।

0 1,184

ଭୁବନେଶ୍ବର ୧୬/୧୨(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୭୩ ପଜିଟିଭ ସଂଖ୍ୟା ୧୦,୫୨,୩୧୮ ଚିହ୍ନଟ ହୋଇଛନ୍ତି ୧୦,୪୧,୮୩୬ ଜଣ ସୁସ୍ଥ ହୋଇଥିବା ବେଳେ ୧,୯୮୯ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୪୪୦ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୮୦,୫୦୬ ସୁସ୍ଥ ସଂଖ୍ୟା ୧,୭୭,୯୯୦ ଚିକିତ୍ସିତ ସଂଖ୍ୟା ୯୧୪, ମୃତ ସଂଖ୍ୟା ୧୫୯୨ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୫,୩୯୭, ସୁସ୍ଥ ସଂଖ୍ୟା ୯୪,୪୨୧ ଚିକିତ୍ସିତ ସଂଖ୍ୟା ୧୧୪, ମୃତ ସଂଖ୍ୟା ୮୫୮, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୯୫୬ ସୁସ୍ଥ ସଂଖ୍ୟା ୩୩,୪୫୧ ଚିକିତ୍ସିତ ସଂଖ୍ୟା ୧୧ ମୃତ ସଂଖ୍ୟା ୪୮୧, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୨,୩୧୧ ସୁସ୍ଥ ସଂଖ୍ୟା ୬୧,୫୯୫ ଚିକିତ୍ସିତ ସଂଖ୍ୟା ୧୨୦, ମୃତ ସଂଖ୍ୟା ୫୯୨ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.